ସତ୍ୟଶିଖା (ହାଇଦ୍ରାବାଦ) ୨୧/୧୦/୨୦୨୦ : କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପି ଲକଡାଉନ ମାର୍ଚ ମାସରୁ ଲାଗିଥିଲା । ସୋମବାରରୁ ପଞ୍ଜାବ, ୟୁପି ଓ ସିକ୍କିମରେ ସ୍କୁଲ ଖୋଲିଛି । ଏହି କ୍ରମରେ ଆନ୍ଧ୍ର ପ୍ରଦେଶରେ ନଭେମ୍ବର ୨ରେ ସ୍କୁଲ ଖୋଲିବାକୁ ଯାଉଛି । ତେବେ ଆନ୍ଧ୍ର ସରକାର ଏ ପାଇଁ କିଛି ଦିଶା-ନିର୍ଦେଶ ଜାରି କରିଛନ୍ତି ।
ନଭେମ୍ବର ୨ରୁ ଖୋଲିବ ସ୍କୁଲ
