ସତ୍ୟଶିଖା (ଭୁବନେଶ୍ୱର) ୦୧/୧୨/୨୦୨୦ : ମାନିଲେନି କୋଭିଡ୍ ନିୟମ, ସିଲ ହେଲା ସ୍କୁଲ । ଭୁବନେଶ୍ୱରରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସ୍କୁଲ ସିଲ ହୋଇଛି । ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ଥିବା ସାଇ ସରସ୍ୱତୀ ବିଦ୍ୟା ମନ୍ଦିରକୁ ସିଲ କଲା ବିଏମସି ।
ନିୟମ ଉଲଂଘନ ପାଇଁ ସିଲ ହେଲା ସ୍କୁଲ