ନ୍ୟୁଜ୍

ଗଛ ଲଗାଇବା ଟାର୍ଗେଟ ପୁରା କଲେନି ବୋଲି ବନ୍ଦ ହେଲା ଦରମା।

ସତ୍ୟଶିଖା ୩୦/୦୭/୨୦୨୫:ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ନେଇଛନ୍ତି ଏଭଳି ପଦକ୍ଷେପ । ବଲାଙ୍ଗୀର ଜିଲ୍ଲା ର ଆଗଲପୁର, ସଇଁନ୍ତଳା ,ଟିଟିଲାଗଡ ,ଦେଓଗାଁ, ଗୁଡ଼ଭେଲା ,ବଙ୍ଗୋମୁଣ୍ଡା, ମୁରିବାହାଲ ,ତୁରେକେଲା, ବେଲପଡା, ପାଟଣାଗଡ଼ ଓ ପୂଇଁନ୍ତଳା ବ୍ଲକ ଶିକ୍ଷା ଅଧିକାରୀଙ୍କ କରାଯାଇଛି ଜୁଲାଇ ମାସ ଦରମା ବନ୍ଦ।

ଵାଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗ ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ୧୧ ଜଣ ବିଇଓ ଙ୍କ କରାଯାଇଛି ଦରମା ବନ୍ଦ। ଏକ ପେଡ ମାଆ କେ ନାମ ରେ ଗଛ ଲଗାଇବା କଥା। ଯେତିକି ଟାର୍ଗେଟ ଥିଲା ସେତିକି ପୂରଣ ନ କରିପାରିବାରୁ ଜୁଲାଇ ମାସ ଦରମା ବନ୍ଦ ହୋଇଛି। ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ନେଇଛନ୍ତି ଏଭଳି ପଦକ୍ଷେପ । ସୂଚନା ଥାଉକି, ଗଛ ଲଗାଇବା ଟାର୍ଗେଟ ପୁରା କଲେନି ବୋଲି ବନ୍ଦ ହେଲା ଦରମା । ଵଲାଙ୍ଗୀର ଜିଲ୍ଲା ଶିକ୍ଷା ବିଭାଗରେ ଦେଖିବାକୁ ମିଳିଛି ଏଭଳି ଘଟଣା ।  ୧୧ ଜଣ ବିଇଓଙ୍କ କରାଯାଇଛି ଦରମା ବନ୍ଦ । ଏକ ପେଡ୍ ମାଆକେ ନାମ ରେ ଗଛ ଲଗାଇବା କଥା। ଯେତିକି ଟାର୍ଗେଟ ଥିଲା ସେତିକି ପୂରଣ ନ କରିପାରିବାରୁ ଜୁଲାଇ ମାସ ଦରମା ବନ୍ଦ ହୋଇଛି ।

 

Show More
Back to top button