ସତ୍ୟଶିଖା (ପୁରୀ) ୦୪/୦୧/୨୦୨୧ : ହୋଟେଲରେ ଦେହ ବ୍ୟବସାୟୀ ଚାଲିଥିବା ନେଇ ପୋଲିସର ତନାଘନା । ମିଳିଥିବା ସୂଚନା ମୁତାବକ ପୋଲିସ ତାର ଟିମ୍ ନେଇ ହୋଟେଲରେ ପହଞ୍ଚିଥିଲା । ସମୁଦ୍ର କୂଳ ଥାନା ଅଧୀନ ଚକ୍ରତୀର୍ଥ ରୋଡ୍ ଅଞ୍ଚଳରେ ଦେହ ବ୍ୟବସାୟ ହେଉଥିବା ଖବର ପାଇ ଏକ ହୋଟେଲରେ ଚଢ଼ାଉ କରିଛି ପୁଲିସ । ଏସପି କେ. ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରିଥିଲା ପୁଲିସ ।
ଦେହ ବ୍ୟବସାୟ ସମୁଦ୍ରକୂଳ ଥାନା ଅଧିନରେ ଚାଲିଥିଲା
