ସତ୍ୟଶିଖା ୨୮/୧୨/୨୦୨୦ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଉଦଘାଟନ କଲେ ଦେଶର ପ୍ରଥମ ଡ଼୍ରାଇଭରଲେସ୍ ଟ୍ରେନ୍ । ୩୭ କିଲୋମିଟର ଯାତ୍ରା କରିବ ଏହି ଟ୍ରେନ୍ । ଏହି ଟ୍ରେନ୍ ଦିଲ୍ଲୀ ମେଟ୍ରୋରେ ସାମିଲ ହେବ । ଏହି ଟ୍ରେନ୍ ବିନା ଡ଼୍ରାଇଭରରେ ଅଟୋମେଟିକ୍ ଭାବେ ଚାଲିବ । ଦେଶର ପ୍ରଥମ ଡ଼୍ରାଇଭରଲେସ୍ ଟ୍ରେନ୍ ଭାବେ ଏହି ଟ୍ରେନ୍ ଦିଲ୍ଲୀ ମେଟ୍ରୋର ମଜେଂଟା ଲାଇନ୍ ଓ ପିଙ୍କ ଲାଇନରେ ଚାଲିବ ।