ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୧୨/୨୦୨୦ : ପାରାଦୀପ ବନ୍ଦରକୁ ବିଶ୍ଵସ୍ତରୀୟ କରିବାକୁ କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନେଇଛି । ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ଵସ୍ତରୀୟ ପାଇଁ ୩ ହଜାର କୋଟି ଖର୍ଚ୍ଚ ହେବ । ଆଜି କେନ୍ଦ୍ର କ୍ୟାବିନେଟ୍ରେ ପାରାଦୀପ ବନ୍ଦରକୁ ବିଶ୍ଵସ୍ତରୀୟ କରିବାକୁ ନିଷ୍ପତ୍ତି ନିଆଯିବା ସହ ୩ ୩ ହଜାର କୋଟି ମଞ୍ଜୁରୀ କରାଯାଇଛି ।
ବିଶ୍ଵସ୍ତରୀୟ ହେବ ପାରାଦୀପ ବନ୍ଦର
