ସତ୍ୟଶିଖା ୨୪/୧୧/୨୦୨୦ : କେନ୍ଦ୍ର ସରକାରୀ ପେନ୍ସନଭୋଗୀମାନଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାର ସମୟସୀମାକୁ ସରକାର ଆସନ୍ତା ବର୍ଷ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି । ପୂର୍ବରୁ ଏହାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିଲା ।
୨ ମାସ ବଢ଼ିଲା ଜୀବନ ପ୍ରମାଣପତ୍ର ଦାଖଲ ଅବଧି
