ସତ୍ୟଶିଖା (ମୁମ୍ବାଇ) ୧୯.୧୨.୨୦୨୦ : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଏକ କୋଟି ପାର କରିଛି । ସଂକ୍ରମଣ ମାମଲା ହ୍ରାସ ପାଇଛି ନିଶ୍ଚୟ କିନ୍ତୁ ସଙ୍କଟ ଏବେ ମଧ୍ୟ ରହିଛି । ବଡ ଦିନ ଓ ନୂଆ ବର୍ଷ ପାଖେଇ ଆସିଲାଣି । ବଡ ଦିନ ଓ ନୂଆ ବର୍ଷରେ ଲୋକେ ଏକାଠି ମିଶି ଉତ୍ସବ ପାଳନ କରନ୍ତି । ବଡ ଦିନ ଓ ନୂଆ ବର୍ଷକୁ ଦୃଷ୍ଟିରେ ରଖି ମୁମ୍ବାଇରେ ପୁଣି ନାଇଟ୍ ଲକଡାଉନ୍ ଲାଗୁ କରିବାକୁ ପ୍ରସ୍ତୁତି ଚାଲିଛି ।
ନୂଆ ବର୍ଷ ଫିକା ପଡ଼ିବ
