Uncategorizedପର୍ଯ୍ୟଟନ
ଶୀତ ଆସିଲେ ବେଶ ସୁନ୍ଦର ଦିଶେ କନ୍ଧମାଳର ପ୍ରାକୃତିକ ଶୋଭା


ସତ୍ୟଶିଖା(ଭୁବନେଶ୍ୱର) ୧୪.୧୧.୨୦୨୩ : କନ୍ଧମାଳକୁ ଛୁଇଁଛି ପହିଲି ଶୀତ । ଶୀତ ଆସିଲେ କନ୍ଧମାଳର ପ୍ରାକୃତିକ ଶୋଭା ବେଶ ସୁନ୍ଦର ଦିଶେ ଘନ କୁହୁଡି ସାଙ୍ଗକୁ ହାଲକା ହାଲକା ଶୀତର ମଜା ନେବା ପାଇଁ ରାଜ୍ୟ ତଥା ଦେଶରୁ ଅନେକ ପର୍ଯ୍ୟଟକଙ୍କ ଭିଡ ଜମେ କାକର ବିନ୍ଦୁ ସାଙ୍ଗକୁ ପର୍ବତର ସୌନ୍ଦର୍ଯ୍ୟକୁ ଉପଲବ୍ଧ କରନ୍ତି ସ୍ଥାନୀୟ ବାସିନ୍ଦା, ତେବେ କୁହୁଡିର ମଜା ନେବା ପାଇଁ ସକାଳୁ ସକାଳୁ ରାସ୍ତାରେ ଚଲାବୁଲା କରିବାକୁ ବାହାରି ପଡ଼ନ୍ତି ଫୁଲବାଣୀ ବାସିନ୍ଦା । ସକାଳୁ ସକାଳୁ ହାଲକା ହାଲକା ଶୀତରେ ଚାହା ର ମଜା ନିଅନ୍ତି ସ୍ଥାନୀୟ ବାସିନ୍ଦା ।