ନ୍ୟୁଜ୍ରାଜ୍ୟସାହିତ୍ୟ ଓ ସଂସ୍କୃତି

ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକଙ୍କୁ ମଧ୍ୟ ଭୁବନେଶ୍ୱର ବିଧାୟକଙ୍କ ଶୁଭେଚ୍ଛା l

ସତ୍ୟଶିଖା ( ଭୁବନେଶ୍ୱର ) : ୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୯ ଗୋଟି ବିଭାଗ ପାଇଁ ଶୁକ୍ରବାର ୨୦ ଜଣଙ୍କର ନାମ ଘୋଷଣା କରାଯାଇଛି । ୨୦୧୬ ଅନୁବାଦ ବିଭାଗ ପାଇଁ ବିଶିଷ୍ଠ ଅନୁବାଦିକା ଶିକ୍ଷାବିତ ଶାରଦା ରଥଙ୍କୁ ମେଘବାହାନ ପୁସ୍ତକ ଅନୁବାଦ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ । ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ଚାଲିଛି ଚାଲିବି ନପଡ଼ିବି ଥକି ଜିବନୀ ଓ ଭ୍ରମଣ ସାହିତ୍ୟ ପୁରସ୍କାର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ମନୋନୀତ ହୋଇଥିବାରୁ ମଧ୍ୟ ଭୁବନେଶ୍ୱରର ଜନନେତା ଶ୍ରଧେୟ ଅନନ୍ତ ନାରାୟଣ ଜେନା ପୁଷ୍ପ ଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Show More
Back to top button