ଘରର ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିଲେ ଲକ୍ଷାଧିକ ଟଙ୍କାର ଗହଣା

ସତ୍ୟଶିଖା ୧୧/୦୧/୨୦୨୧  : ବାଲେଶ୍ୱର ଜିଲା ସୋର ଅନ୍ତର୍ଗତ ପୌରପାଳିକା ମୂଳେଶ୍ୱର ଗ୍ରାମରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ କଳାକନା ବୁଲାଇଦେଇଛନ୍ତି । ମୂଳେଶ୍ୱର ଗ୍ରାମର ମାଳତୀ ପ୍ରଧାନଙ୍କ ଘରୁ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଆସବାବ ପତ୍ର ଲୁଟ କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Exit mobile version