ସତ୍ୟଶିଖା (ଭୁବନେଶ୍ୱର) ୩୧/୧୦/୨୦୨୦ : ଏବେ ଖୋଲିବନି ସ୍କୁଲ । ନଭେମ୍ବର ୧୬ରେ ଖୋଲିବନି ସ୍କୁଲ । ଏନେଇ ନ୍ୟୁଜ୍7କୁ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଖୁବ୍ଶୀଘ୍ର S.R.C ଜାରି କରିବେ ସଂଶୋଧିତ ଗାଇଡଲାଇନ୍ ।
ଗଣଶିକ୍ଷା ମନ୍ତ୍ରୀ କହିଲେ – ସ୍କୁଲ ଖୋଲିବା ତାରିଖ ବଦଳିବ