ସତ୍ୟଶିଖା (କଟକ) ୧୪/୧୦/୨୦୨୦ : ଜଣେ ନାବାଳିକାକୁ ୨୨ ଦିନ ଧରି ବନ୍ଦ କୋଠରୀରେ ରଖି ଗଣଦୁଷ୍କର୍ମ ଅଭିଯୋଗ । ଏପରି ଅଭିଯୋଗ ଆସିଛି କଟକ ଗତିରାଉତ ପାଟଣା ଅଞ୍ଚଳରୁ । ନାବାଳିକା ଜଣକୁ ଏକ କୁକୁଡ଼ା ଫାର୍ମରେ ଏକ କୋଠରୀରେ ବନ୍ଦ ରଖି ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସଂପର୍କରେ କଟକ ଚାଇଲ୍ଡ ଲାଇନ୍ ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି ।
ନାବାଳିକାକୁ ବନ୍ଦ ଘରେ ୨୨ଦିନ ଧରି ଗଣଦୁଷ୍କର୍ମ
