ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୨୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ସତ୍ୟଶିଖା( ଭୁବନେଶ୍ୱର )୧୫.୦୯ . ୨୦୨୨:  ରାଜ୍ୟରେ ଆଉ ୨୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୬,ସଙ୍ଗରୋଧରୁ ୧୬୭,ସ୍ଥାନୀୟ ୧୧୯। ୨୬ ଜିଲା ଓ ଷ୍ଟେଟ ପୁଲ୍‍ରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୨, ବାଲେଶ୍ୱର ୫, ବରଗଡ ୫, ଭଦ୍ରକ ୧, ବଲାଙ୍ଗୀର ୧୨, ବୌଦ୍ଧ ୧, କଟକ ୬୬, ଦେଓଗଡ ୨, ଗଞ୍ଜାମ ୫, ଜଗତସିଂହପୁର ୪, ଯାଜପୁର ୨, କଳାହାଣ୍ଡି ୧୪, କନ୍ଧମାଳ ୩, କେନ୍ଦ୍ରାପଡା ୨, କେନ୍ଦୁଝର ୨,ଖୋର୍ଦ୍ଧା ୫୧, କୋରାପୁଟ ୫, ମୟୁରଭଞ୍ଜ ୫, ନବରଙ୍ଗପୁର ୯, ନୟାଗଡ ୫, ନୂଆପଡା ୪, ପୁରୀ ୩, ରାୟଗଡା ୨, ସମ୍ବଲପୁର ୧୮, ସୋନପୁର ୮, ସୁନ୍ଦରଗଡ ୩୯, ଷ୍ଟେଟ ପୁଲରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୧,୧୩୯କୁ ବୃଦ୍ଧି ପାଇଛି। ୧୩,୨୦,୨୧୬ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୧ହଜାର ୬୮୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Show More
Back to top button