ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୧୦/୨୦୨୦ : ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ପାର କରି ଆସିଥିବା ଚୀନର ଜଣେ ସେନାକୁ ଭାରତ ଫେରାଇ ଦେଇଛି । ଗତକାଲି ରାତିରେ ଚୁସୁଲୁ ମୋଲଦୋ ବୈଠକ ସ୍ଥଳରେ ଚୀନ ସେନାର କର୍ପୋରଲ ୱାଙ୍ଗ ହାଙ୍ଗକୁ ଚୀନ ସେନାଙ୍କୁ ହସ୍ତାନ୍ତର କରାଯାଇଛି ।
ଭାରତୀୟ ସେନା ନିଖୋଜ ଚୀନ ସୈନିକଙ୍କୁ ଫେରାଇଲା
