ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୩.୦୯.୨୦୨୦ : ସୋସିଆଲ୍ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ୍ ହେଉଥାଏ । କେତେବେଳେ ମଜାଦାର ତ ପୁଣି କେତେବେଳେ ହୃଦୟ ବିଦାରକ ଭିଡିଓ ଭାଇରାଲ୍ ହୋଇଥାଏ । ସାଧାରଣତଃ ସମୟ କାଟିବାକୁ ଲୋକେ ମଜାଦାର ଭିଡିଓ ଦେଖିବାକୁ ବହୁତ ପସନ୍ଦ କରନ୍ତି । ଯଦି କାହାର ହୃଦୟ ଭାଙ୍ଗିଯାଇଛି ଅର୍ଥାତ ପ୍ରେମ ପ୍ରତାରଣା ସମ୍ବନ୍ଧରେ ଯଦି କିଏ ରାସ୍ତାରେ ଡିଜେ ଲଗାଇ ଡ୍ୟାନ୍ସ କରୁଥାଏ ତାହେଲେ ସେହି ଭିଡିଓ ସମସ୍ତେ ଦେଖିବାକୁ ପସନ୍ଦ କରିବେ । ଏହିଭଳି ଏକ ଭିଡିଓ ଭାଇରାଲ ହୋଇଛି ।
ବ୍ରେକ୍ଅପ୍ ପରେ ଯୁବତୀଙ୍କ କାରନାମା l
