ସତ୍ୟଶିଖା ୨୯/୧୨/୨୦୨୦ : ହ୍ରଦରୁ ହାତୀପଲ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଚିକିଟ ନିକଟ ବାହୁଦା ହ୍ରଦରେ ଫସିଥିବା ୧୪ ହାତୀକୁ ଉଦ୍ଧାର କରାଯାଇଛି । ବନବିଭାଗ ସହାୟତାରେ ଏମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ କିଆବୁଦାରେ ଛଡାଯାଇଛି । ଉଦ୍ଧାର ହୋଇଥିବା ହାତୀପଲ ମଧ୍ୟରୁ ଏକ ଛୁଆ ହାତୀ ଜନଗହଳି ମଧ୍ୟକୁ ଚାଲିଆସିଥିଲା । ଏହାପରେ ଛୁଆହାତୀକୁ ନେବା ପାଇଁ ମା ହାତୀ ଆସୁନଥିବା ଜଣାପଡିଛି । ବର୍ତମାନ ହାତୀଙ୍କ ଉପରେ ବନବିଭାଗ ଓ ପୁଲିସ ନଜର ରଖିଛି ।
ଗଞ୍ଜାମ ଚିକିଟି ବାହୁଦା ହ୍ରଦ ଭିତରେ ଫସିଲେ ହାତୀପଲ
