ସତ୍ୟଶିଖା (ଗଜପତି) ୧୩/୧୦/୨୦୨୦ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ନେବା ପରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ଖାସ୍ କରି ଗଜପତି ଜିଲ୍ଲାରେ ସୋମବାର ରାତିଠାରୁ ବର୍ଷା ଆରମ୍ଭ ହୋଇଛି । ରାତି ସାରା ବର୍ଷା ଲାଗି ରହିଛି । ତେବେ ପରିସ୍ଥିତିକୁ ଦେଖି ଜିଲ୍ଲାପାଳଙ୍କ ପକ୍ଷରୁ ସବୁ ବ୍ଲକ୍ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ପୂର୍ବରୁ ଦିଆଯାଇଛି ।
ଲଘୁଚାପ ପ୍ରଭାବରେ ଜିଲ୍ଲାରେ ରାତିସାରା ବର୍ଷା l
