ସତ୍ୟଶିଖା (ବାଲିପାଟଣା) ୩୦/୦୯/୨୦୨୦ : ପୁଣି କୁଆଖାଇ ନଦୀରୁ ଗଳିତ ମୃତଦେହ ଉଦ୍ଧାର । ସହିଦନଗର ଥାନା ଟଙ୍କପାଣି ବ୍ରିଜ ନିକଟ କୁଆଖାଇ ନଦୀରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ବ୍ୟକ୍ତି ହେଉଛନ୍ତି ପୁରୀ ଜିଲ୍ଲା ନୂଆହାଟ ଅଂଚଳର ରଜନୀକାନ୍ତ ମହାପାତ୍ର । ସେ ଭୁବନେଶ୍ୱର ଆଇଗିଣିଆ ଅଂଚଳରେ ସପରିବାର ଭଡାରେ ରହୁଥିଲେ ।
କୁଆଖାଇ ନଦୀରୁ ଗଳିତ ମୃତଦେହ ଉଦ୍ଧାର l
