ସତ୍ୟଶିଖା (ରାଉରକେଲା) ୦୩/୧୨/୨୦୨୦ : ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ । ବନ୍ଦ ଡ଼।କରା ଦେଇଛି ଜିଲ୍ଲା କଂଗ୍ରେସ । ବୀରମିତ୍ରପୁର ହାତଜ ମୃତ୍ୟୁ ଘଟଣାକୁ ନେଇ ଏହି ବନ୍ଦ ଡ଼।କରା ପାଳନ କରାଯାଉଛି । ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଜର୍ଜ ତିର୍କୀଙ୍କ ନେତୃତ୍ବରେ ଏହି ବନ୍ଦ ପାଳନ କରାଯାଉଛି ।
କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ ପାଳନ
