ସତ୍ୟଶିଖା( ବାରିପଦା/କେନ୍ଦ୍ରାପଡ଼ା )୦୨ .୦୭ . ୨୦୨୨: ଗତକାଲି ପୁରୀରେ ଲକ୍ଷାଧୀକ ଭକ୍ତଙ୍କ ଗହଳିରେ ରଥ ଗଡ଼ି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିବା ବେଳେ ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଓ ତୁଳସୀକ୍ଷେତ୍ରର କେନ୍ଦ୍ରାପଡ଼ାରେ ଗଡ଼ିବ ରଥ ।
ଆଜି ବାରିପଦା ଓ କେନ୍ଦ୍ରାପଡ଼ାରେ ଗଡ଼ିବ ରଥ