ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ପାଇଁ ବୋର୍ଡ ଅଫିସ ପକ୍ଷରୁ ବିଜ୍ଞପ୍ତି ଜାରି l

ସତ୍ୟଶିଖା ( କଟକ ) ୦୯.୦୮.୨୦୨୦ : କାଲିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ଫିଲଅପ । ଏନେଇ ବୋର୍ଡ ଅଫିସ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତାକାଲିଠାରୁ ଏହି ପ୍ରକ୍ରିୟା ୧୯ ତାରିଖ ଯାଏ ଚାଲିବ ବୋଲି ସୂଚନା ମିଳିଛି । ଛାତ୍ରଛାତ୍ରୀମାନେ Www. bseodisha. Ac. in ସାଇଟରେ ଫର୍ମ ପୁରଣ କରିପାରିବେ । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଖୁସି ଥିବା ଜଣାପଡ଼ିଛି ।

 

Exit mobile version