୨୦୨୦ ର ସବୁଠୁ ବଡ ରାଜନୈତିକ ଘଟଣା ।

ସତ୍ୟଶିଖା ୩୧/୧୨/୨୦୨୦ : ବର୍ଷ ୨୦୨୦ କିଛି ବଡ ରାଜନୈତିକ ଘଟଣା, ଯାହା କି ରାଜନୈତିକ ଦୃଶ୍ୟ ପଟରେ ସବୁଦିନ ମନେ ରହିବ । ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ହାଟ୍ରିକ୍ ସେପଟେ ମଧ୍ୟପ୍ରଦେଶରେ କଂଗ୍ରେସ ଦଳ ମଧ୍ୟରେ ବିବାଦରୁ ଫାଇଦା ଉଠାଇଲା ବିଜେପି ଓ ବିହାରରେ ମାଗଣା କରୋନା ଟିକା ଖେଳି ବିଜେପିର ବାଜିମାତ୍ । ଏମିତି କିଛି ଘଟଣାବଳୀକୁ ନେଇ ୨୦୨୦ ବର୍ଷର ସବୁଠାରୁ ବଡ ୧୦ ଟି ବଡ ଘଟଣାକୁ ନେଇ ଆଜିର ଆଲୋଚନା ।

Exit mobile version