ସତ୍ୟଶିଖା(ନୂଆଦିଲ୍ଲୀ) ୦୯/୧୨/୨୦୨୦ : ଏଟିଏମ୍ରୁ ଟଙ୍କା ଉଠାଣ ବେଳେ କେତେକ ସମୟରେ ଆମେ ଉଠାଇଥିବା ଟଙ୍କା ପାଇ ନଥାଉ; ମାତ୍ର ଆମ ଆକାଉଣ୍ଟରୁ ଅର୍ଥ ଡେବିଟ୍ (କଟି) ହୋଇଯାଇଥାଏ । ଏହି ଡେବିଟ୍ ଅର୍ଥ ଆମେ ପରବର୍ତ୍ତୀ ସମୟରେ ଫେରିପାଇଥାଉ । କେତେକ ସମୟରେ ବ୍ୟାଙ୍କ ଏହି ଡେବିଟ୍ ଅର୍ଥ ଫେରାଇବାରେ ବିଳମ୍ବ କରିଥାଏ । ଆମେ ଏଥିପାଇଁ ବ୍ୟାଙ୍କ ନିକଟରେ ଅଭିଯୋଗ କରିଥାଉ । ଅଭିଯୋଗ ପରେ ଅନେକ ଦିନର ବିଳମ୍ବରେ ଏହି ଅର୍ଥ ଫେରିପାଉ ।
ଏଟିଏମରୁ ଟଙ୍କା ଉଠାଣ ନ ହୋଇ କଟିଲେ କ୍ଷତିପୂରଣ ଦେବ ବ୍ୟାଙ୍କ
