ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୦/୨୦୨୦ : ଆଜି ହିମାଚଳ ପ୍ରଦେଶ ମନାଲି ସ୍ଥିତ ଅଟଳ ରୋହତଙ୍ଗ ଟନେଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟନେଲ ଉଦଘାଟନ କରିବେ । ଉଦଘାଟନ ପରେ ମୋଦି ଟନେଲ ଦେଇ ମନାଲି ଯିବେ ।
ଆଜି ଲୋକାର୍ପଣ ହେବ ଅଟଳ ଟନେଲ, ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l
