ରାଜନୀତି

ସେପ୍ଟେମ୍ବର 30 ପୂର୍ବରୁ ବସିବ ବିଧାନସଭା l

ସତ୍ୟଶିଖା (ଭୁବନେଶ୍ୱର) ୩ .୦୯.୨୦୨୦ : ସେପ୍ଟେମ୍ବର ୩୦ ପୂର୍ବରୁ ଅନୁଷ୍ଠିତ ହେବ ବିଧାନସଭା ଅଧିବେଶନ । ଏ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି, ବର୍ତ୍ତମାନ ରାଜସ୍ଥାନ ବିଧାନସଭା ଜାରି ରହିଛି । ଆଗକୁ ଲୋକସଭା ଅନୁଷ୍ଠିତ ହେବାକୁ ଯାଉଛି । ବିଧାନସଭା ଡକାଯିବାକୁ ନେଇ ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ ଆଲୋଚନା କରାଯାଉଛି । ଗାଇଡଲାଇନ ଆସିବା ପରେ ରାଜ୍ୟର କରୋନା ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ପ୍ରଥମେ ଲୋକସଭାର କାର୍ଯ୍ୟ ଦେଖିବା ପରେ ହିଁ ନିଷ୍ପତ୍ତି ନେବୁ ।

Show More
Back to top button