ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୦୧/୨୦୨୧ : ଆହୁରି ଶକ୍ତଶାଳୀ ହେବ ଭାରତୀୟ ସେନା । ସମସ୍ତ ପ୍ରକାର ଶତ୍ରୁକୁ କାଉଣ୍ଟର୍ କରିବାକୁ ସକ୍ଷମ ହେବେ ଯବାନ । ଏବେ ଭାରତୀୟ ସେନାକୁ ଇସ୍ରାଏଲ ଠାରୁ ୬,୦୦୦ ନେଗେଭ୍ ଲାଇଟ୍ ମେସିନ୍ ଗନ୍ ମିଳିଛି । ଜାନୁଆରୀ ମଧ୍ୟଭାଗରେ ଏହି ଗନ୍ ଗୁଡିକୁ ଭାରତକୁ ହସ୍ତାନ୍ତର କରାଯାଇଥିଲା । ଏବେ ଜବଲପୁରରେ ଏସବୁର ଯାଞ୍ଚ ଚାଲିଛି ।
ସେନାକୁ ଇସ୍ରାଏଲଠୁ ମିଳିଲା ୬୦୦୦ ନେଗେଭ୍ ମେସିନ୍ ଗନ୍
