ସତ୍ୟଶିଖା (ଭୁବନେଶ୍ଵର) ୨୫/୧୧/୨୦୨୦ : କଲେଜ ଖୋଲିବା ମାସେ ବିଳମ୍ବ ହୋଇପାରେ ବୋଲି ଆଜି ଉଚ୍ଚଶିକ୍ଷା ସଚିବ କହିଛନ୍ତି । ତେବେ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଆଜି ନହେଲେ ଦିନେ ନା ଦିନେ ଏହା ଖୋଲିବ। ହୁଏତ ବିଳମ୍ବ ହୋଇପାରେ। । ଏହାକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ଘୁଞ୍ଚାଯିବ ବୋଲି ଶାଶ୍ଵତ ମିଶ୍ର ଆଜି କହିଛନ୍ତି ।
ଶିକ୍ଷାବର୍ଷ ଘୁଞ୍ଚାଯିବ : ଉଚ୍ଚଶିକ୍ଷା ସଚିବ
