ସତ୍ୟଶିଖା(ନୂଆଦିଲ୍ଲୀ) ୦୭/୧୨/୨୦୨୦ : ଦିଲ୍ଲୀ ପୋଲିସ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ କରିଛି । ଦେଶରେ ଭୟଙ୍କର ବିସ୍ଫୋରଣ ଘଟାଇବାକୁ ଷଡଯନ୍ତ୍ର କରୁଥିବା ୫ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ସ୍ପେଶାଲ ସେଲ୍ ଶାକରପୁର ଅଞ୍ଚଳରୁ ଏହି ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ଆତଙ୍କବାଦୀ ଗିରଫ ଦିଲ୍ଲୀରୁ
