ସତ୍ୟଶିଖା ୧୫/୦୧/୨୦୨୧ : ନିଆଁ ଲାଗି ଜଳିଗଲା କବାଡିଆ ଦୋକାନ । ପଟିଆ ନିକଟସ୍ଥ ନନ୍ଦନବିହାର ଛକଠାରେ ଥିବା ଦୋକାନ ଗୁଡିକ ଜଳି ଯାଇଛି । କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । ସକାଳୁ ମର୍ଣ୍ଣିଂ ଯିବା ବେଳେ ଜଣେ ବ୍ୟକ୍ତି ନିଆଁ ଲାଗିବାରେ ଦେଖିଥିଲେ । ଏ ନେଇ ଇମ୍ଫୋସିଟି ଥାନାକୁ ଖବର କରିଥିଲେ।ରାତିରେ ଗବାଡିଆ ଦୋକାନରେ କେହି ରହୁନଥିଲେ । ଏହାର ସୁଯୋଗ ନେଇ କେହି ବିରୋଧୀ ଏଭଳି କାଣ୍ଡ ଘଟାଇ ଥାଇପାରେ ବୋଲି ଦୋକାନୀ ଏସ କେ ଆଲମ କହିଛନ୍ତି ।
ଭୟାବହ ଅଗ୍ନିକାଣ୍ଡ,
