ସତ୍ୟଶିଖା ୧୧/୦୨/୨୦୨୧ : ଫାଇନାନସିଲ ଏକ୍ସଚେଞ୍ଜ ଇନଫର୍ମେଶନ ଆନାଲିଷ୍ଟ ମାନସା ବାରାଣସୀ V.L.C.C ଫେମିନା ମିସ୍ ଇଣ୍ଡିଆ ୨୦୨୦ ବିଜୟୀ ହୋଇଛନ୍ତି । ମାନ ସିଂହ ମିସ୍ ଇଣ୍ଡିଆ ୨୦୨୦ ରନର୍ ଅପ୍ ହୋଇଛନ୍ତି । ମନିକା ଶୌକନ୍ଦ ମିସ୍ ଗ୍ରାଣ୍ଡ ଇଣ୍ଡିଆ ୨୦୨୦ ହୋଇଛନ୍ତି । ଫେମିନା ମିସ୍ ଇଣ୍ଡିଆର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଏଲସିସି ଟପ ୩ ବିଜେତାଙ୍କ ନାଁ ଘୋଷିତ କରାଯାଇଛି । ଫେବୃଆରୀ ୧୦ ତାରିଖରେ ଆୟୋଜିତ ହୋଇଥିବା ଫେମିନା ମିସ୍ ଇଣ୍ଡିଆ ୨୦୨୦ର ଗ୍ରାଣ୍ଡ ଫାଇନାଲ୍ ଥିଲା ।
ତେଲେଙ୍ଗାନାର ମାନସା ବାରାଣସୀ ପିନ୍ଧିଲେ ଫେମିନା ମିସ୍ ଇଣ୍ଡିଆ ୨୦୨୦ ମୁକୁଟ
