

ସତ୍ୟଶିଖା(ଭୁବନେଶ୍ୱର )୨୦.୦୯ . ୨୦୨୨: ଦଳୀୟ ରାଜନୀତିକୁ ନେଇ ଦୁଇ କଂଗ୍ରେସ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଓ ମହମ୍ମଦ ମୋକିମ ମୁହାଁମୁହିଁ ହୋଇଛନ୍ତି । ସୋ କୋଚ ରିପ୍ଲାଏ ନମିଳିବା ଯାଏ କଂଗ୍ରେସ ଭବନ ଯବେନାହିଁ ବୋଲି ମୋକିମ କହିଛନ୍ତି । କଂଗ୍ରେସ ଭବନ କି କୌଣସି କାର୍ଯ୍ୟକ୍ରମକୁ ସେ ଯିବେ ନାହିଁ କେବଳ କଟକରେ ସୀମିତ ରହିବେ। ସେ ଆହୁରି ମଧ୍ୟ କହିଛନ୍ତି ସାଙ୍ଗଠନିକ ବିସ୍ତାରରେ ବରିଷ୍ଠଙ୍କୁ ଅଣଦେଖା ଓ ଯୁବକଙ୍କୁ ଅଗ୍ରାଧିକାର ମିଳୁନି । କଂଗ୍ରେସର କିଛି ନେତାଙ୍କ ମନଉଣା ରହୁଛି । ଅନେକ ଯୁବକ ଦଳ ଛାଡୁଛନ୍ତି ।
ଏ ନେଇ ତାରାବାହିନୀ ପତି କହିଛିନ୍ତିି ଦଳ ମୋକିମଙ୍କୁ ଅନେକ କିଛ ଦେଇଛି । ସେ ୪ ଥର ବିଧାୟକ । କେବେ ଡଷ୍ଟବିନ୍ ତ କେବେ ଫୁଲମାଳ ପାଇଛି । ମୋକିମ ଥରକର ବିଧାୟକ ହୋଇ ଏତେ ବ୍ୟଗ୍ର କାହିଁକି ତାରା ପଚାରିଛନ୍ତି ।