

ସତ୍ୟଶିଖା( ତାଳଚେର )୧୦.୦୫.୨୦୨୨ : ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ । ମେଡିକାଲ କଲେଜକୁ ସରକାର ଚଳାଇବା ଦାବିରେ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ତାଳଚେରରେ ଦୋକାନ ବଜାର ବନ୍ଦ ରହିବା ସହ ଚକଅଖ ବନ୍ଦ । ତେବେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।