ସତ୍ୟଶିଖା ୧୦/୧୨/୨୦୨୦ : ପ୍ରାଇଭେଟ କମ୍ପାନିରେ ଚାକିରି କରିଛନ୍ତି କି ? ତେବେ ଆସନ୍ତା ଆର୍ଥିକ ବର୍ଷରୁ ଘରକୁ କମ୍ ଦରମା ନେଇ ଆସିପାରନ୍ତି । କାରଣ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଆଧାରରେ କର୍ମଚାରୀଙ୍କ ଦରମା ଢାଂଚାରେ ପରିବର୍ତନ ହୋଇପାରେ । ଘରୋଇ କର୍ମଚାରୀଙ୍କ ପାଇଁ ଧାର୍ଯ୍ୟ ପାରିଶ୍ରମିକ ନିୟମରେ କେତେକ ପରିବର୍ତନ କରିଛନ୍ତି କେନ୍ଦ୍ର ସରକାର ।
ଆସନ୍ତା ଆର୍ଥିକ ବର୍ଷରୁ କମିବ ଟେକହୋମ ସାଲାରି !
