ସତ୍ୟଶିଖା : ୧୧/୦୪/୨୦୨୫: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ୍ ରାଣାଙ୍କୁ ଆଜି ପଚରାଉଚରା କରିବ ଏନ୍ଆଇଏ । ସକାଳ ୧୦ ଟାରୁ NIA ମୁଖ୍ୟାଳୟରେ ଏହି ପଚରାଉଚରା କରାଯାଇପାରେ। ତହବୁର ରାଣା ୧୮ ଦିନ ଏନଆଇଏ କଷ୍ଟଡିରେ ରହିବେ। ଯେଉଁଥିରେ ମୁମ୍ବାଇ ଆକ୍ରମଣ, ଡେଭିଡ କୋଲମ୍ୟାନ ହେଡଲି ଏବଂ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ସମ୍ବନ୍ଧୀୟ ୩୦ ଟି ପ୍ରଶ୍ନ ପଚରାଯାଇପାରେ।
ତହବୁର ରାଣା ୧୮ ଦିନ ଏନଆଇଏ କଷ୍ଟଡିରେ ରହିବେ।
