

ସତ୍ୟଶିଖା,(ଭୁବନେଶ୍ୱର) ୨୭ .୦୩ .୨୦୨୧ : ସ୍ନେକ ଭେନମ ସ୍ମଗଲିଂ ରେ ରାଜଧାନୀରୁ ୫ ଜଣ ଗିରଫ । ସାପ ବିଷ ବିକ୍ରି ଅଭିଯୋଗରେ ରେଡ ସିଟି ଫରେଷ୍ଟ ଡିଭିଜନର ବଡ ଧରଣର ଚଢାଉ। ମାଷ୍ଟରକ୍ଯାଣ୍ଟିନ ପାତ୍ରପଡା ମଞ୍ଚେଶ୍ବର ଅଞ୍ଚଳରେ ଚଢାଉ । ବେଆଇନ ସ୍ନେକ ଭେନମ ବିକ୍ରି ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ସିଟି ଫରେଷ୍ଟ ଡିଭିଜନ ଭୁବନେଶ୍ବର। ଗିରଫ ପରେ ତମାଣ୍ଡୋ ସ୍ଥିତ ଫରେଷ୍ଟ ରେଜ ଅଫିସ ପକ୍ଷରୁ ହେବ କୋର୍ଟ ଚାଲାଣ । ଏନେଇ ୱାଇଲ୍ଡ ଲାଇଫ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯିବ ।