Voting is underway in 45 constituencies in West Bengal
-
ରାଜ୍ୟ
ପଶ୍ଚିମବଙ୍ଗର ୪୫ଟି ଆସନରେ ଚାଲିଛି ଭୋଟ ଗ୍ରହଣ
ସତ୍ୟଶିଖା(କୋଲକାତା) ୧୭.୦୪.୨୦୨୧: ଆଜି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ପଞ୍ଚମ ପର୍ଯ୍ୟାୟରେ ୬ଟି ଜିଲ୍ଲାର ୪୫ଟି ଆସନରେ ଭୋଟ୍ ଗ୍ରହଣ ଚାଲିଛି।…
ଅଧିକ ଖବର ପଢନ୍ତୁ »