ସତ୍ୟଶିଖା( ଭୁବନେଶ୍ୱର )୧୦.୧୧.୨୦୨୨: ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ । ବଲାଙ୍ଗୀର ପଟୁ ଆଉ ପାଦେ ଆଗେଇଲା ରେଳପଥ । ସୁବଣ୍ଣପୁର ଜିଲ୍ଲାର ଝାରତରଭା ଷ୍ଟେସନରେ…