The results of this year’s Matric Supplementary Examination conducted by the Council of Secondary Education have been released.
-
ନ୍ୟୁଜ୍
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି ।
ସତ୍ୟଶିଖା ୧୬/୦୮/୨୦୨୫: ସପ୍ଲିମେଣ୍ଟାରୀରେ ପାସ୍ ହାର ୫୬.୨୩ ପ୍ରତିଶତ ରହିଛି । ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୩୪୫୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ମୋଟ୍ ୧୯୪୪ ଛାତ୍ରଛାତ୍ରୀ…
ଅଧିକ ଖବର ପଢନ୍ତୁ »