ହସକଥା

ଗାତରେ କେମିତି ପଡ଼ିଲ ? | Satyasikha

ଡାକ୍ତର : ତୁମେ ଗାତରେ କେମିତି ପଡ଼ିଲ ?

ପପୁ : ମୋ ଭାଗ୍ୟ ଖରାପ…

ଆହୁରି ପଢ଼ନ୍ତୁ

ଡାକ୍ତର : ତୁମେ କ’ଣ କହିବାକୁ ଚାହୁଁଛ ?

ପପୁ : କ’ଣ କହିବି ସାର୍‌ ରାସ୍ତାରେ ଗାତ ହୋଇଥିଲା, ମୁଁ ସାମାଜିକ ଦୂରତା ପାଇଁ କଟା ଯାଉଥିବା ଗୋଲ୍‌ ଭାବି ଛିଡ଼ା ହେବାରୁ ଗଳି ପଡ଼ିଲି।

[ad_2]
Show More
Back to top button