ସତ୍ୟଶିଖା(ଭୁବନେଶ୍ୱର ) ୧୨.୦୧.୨୦୨୨ : ଏଣିକି ସରକାରୀ ଡିଗ୍ରୀ କଲେଜର ମରାମତି, ନବୀକରଣ, ରକ୍ଷଣାବେକ୍ଷଣ କାର୍ଯ୍ୟ ଆଉ ପିଡବ୍ଲୁଡି, ପିଏଚଡି କିମ୍ବା ଜିଇଡି ସଂସ୍ଥା କରିବ ନାହିଁ…