ସତ୍ୟଶିଖା(ଭୁବନେଶ୍ୱର) ୨୮.୦୫.୨୦୨୧: ବାତ୍ୟା ‘ୟାସ୍’ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଉଛୁଳୁଛି ସୁବର୍ଣ୍ଣରେଖା ନଦୀ। ବାଲେଶ୍ୱର ଜିଲ୍ଲା ଜାମଶୋଳାଘାଟ ଠାରେ ଏହା ବିପଦ ସଂକେତ ଟପିଛି। ଜାମଶୋଳାଘାଟରେ…