right top
-
ରାଜ୍ୟ
ସ୍ୱାଗତ କଲେ ବୈଜୟନ୍ତ, ରାଜ୍ୟ ସରକାରଙ୍କୁ ବି ଘେରିଲେ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା ସ୍ୱାଗତ କରିବା ସହ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଚିନ୍ତା ବଢ଼ାଇଲା ‘କରୋନା’, ଭୁବନେଶ୍ୱରରେ ୧୧ ଆକ୍ରାନ୍ତ
ଭୁବନେଶ୍ୱର (ସତ୍ୟଶିଖା): ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଲା ‘କରୋନା’। ଆଜି ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୧୬ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ରାଜଧାନୀ ଭୁବନେଶ୍ୱରରେ ୧୧ ଜଣ ଅଛନ୍ତି। ସେମାନଙ୍କ…
ଅଧିକ ଖବର ପଢନ୍ତୁ » -
ରାଜନୀତି
କାହିଁକି ମୁହଁ ବନ୍ଦ ରଖିଛନ୍ତି ମୁଖ୍ୟମନ୍ତ୍ରୀ ?
ପୁରୀ(ସତ୍ୟଶିଖା): ଗଜପତି ମହାରାଜାଙ୍କ ପରେ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଭକ୍ତଶୂନ୍ୟ ରଥଯାତ୍ରା ଲାଗି ଆବେଦନ କରିବାକୁ ଅନୁରୋଧ କରି…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଗଞ୍ଜାମରେ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର (ସତ୍ୟଶିଖା): ଗଞ୍ଜାମ ଜିଲ୍ଲାରେ ଗତକାଲି ଆଉ ୩୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଆଜି ସୂର୍ଯ୍ୟପରାଗ | Satyasikha
ଭୁବନେଶ୍ୱର(ସତ୍ୟଶିଖା): ଆଜି ସୂର୍ଯ୍ୟପରାଗ। ଏଥର ବଳୟ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ। ଦେଶର ରାଜସ୍ଥାନ ଓ ହରିୟାଣାରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ତେବେ ଓଡ଼ିଶାରେ ଏହା…
ଅଧିକ ଖବର ପଢନ୍ତୁ » -
ରାଜନୀତି
ରଥଯାତ୍ରା ବନ୍ଦ, ପ୍ରଭୁଙ୍କ ଇଚ୍ଛାକୁ ସମସ୍ତ ଅପେକ୍ଷା : ଧର୍ମେନ୍ଦ୍ର
ଭୁବନେଶ୍ୱର(ସତ୍ୟଶିଖା): ଚଳିତବର୍ଷ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ରାଜ୍ୟରେ ରାଜନୀତିକ ବୟାନବାଜି ଜାରି ରହିଛି। ଶାସକ ବିଜେଡି ମାପିଚୁପି କଥାବାର୍ତ୍ତା କରୁଥିବାବେଳେ ଆଜି କେନ୍ଦ୍ର…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଶେଷ ଆଶା ସୁପ୍ରିମକୋର୍ଟ: ରଥଯାତ୍ରା ପାଇଁ ୮ ପିଟିସନ୍ ଉପରେ ସଭିଁଙ୍କ ନଜର
ଭୁବନେଶ୍ୱର(ସତ୍ୟଶିଖା): ସବୁ ନିରାଶା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ନେଇ ଆଶା ବଢିଛି। ରଥଯାତ୍ରା ବନ୍ଦ ରାୟ ପରେ ଏହାର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଏହା ଭିତରେ ୮ଟି…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
‘କରୋନା’ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆସିଛି ୫୮୦ କୋଟି, ବଣ୍ଟା ହେଉନି କ୍ୱାରେଣ୍ଟାଇନ ଭତ୍ତା
ଭୁବନେଶ୍ୱର(ସତ୍ୟଶିଖା): କରୋନା ମହାମାରୀ ବ୍ୟାପିବାପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି(ସିଏମଆରଏଫ)କୁ ୫୮୦.୧୩ କୋଟି ଟଙ୍କା ଦାନ ମିଳିଛି। ଏଥିରୁ ଜୁନ୍ ୮ତାରିଖ ସୁଦ୍ଧା ୧୭୮.୩୪ କୋଟି ଟଙ୍କା…
ଅଧିକ ଖବର ପଢନ୍ତୁ » -
ରାଜନୀତି
ରଥଯାତ୍ରା କେମିତି ହୋଇପାରିଥାନ୍ତା କହିଲେ ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର(ସତ୍ୟଶିଖା):ରଥଯାତ୍ରାକୁ ନେଇ ରାଜ୍ୟ ସରକାର ବିଳମ୍ବରେ ନିଷ୍ପତ୍ତି ନେଲେ। କରୋନା ଯୋଗୁ ନିଷ୍ପତ୍ତି ନେବାକୁ ଭୟ କଲେ ରାଜ୍ୟ ସରକାର। ଯାହା ଫଳରେ କଳାପାହାଡ଼ ଭଳି ଇତିହାସ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଭୁବନେଶ୍ୱରରୁ ୧୯ ପଜିଟିଭି ଚିହ୍ନଟ, ୯ ମେଡିକାଲ କର୍ମଚାରୀ
ଭୁବନେଶ୍ୱର(ସତ୍ୟଶିଖା): ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୫ଟି ଲୋକାଲ କେସ୍ ବୋଲି…
ଅଧିକ ଖବର ପଢନ୍ତୁ »