right bottom
-
ରାଜ୍ୟ
ଲକ୍ଡାଉନ୍ ବେଳେ ମଦ ଦୋକାନରୁ ଚୋରି
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଜ୍ୟରେ ଏବେ ଲକ୍ଡାଉନ୍ ଚାଲିଥିବା ବେଳେ ରାଉରକେଲାରେ ଏକ ମଦ ଦୋକାନରୁ ମଦ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ନୟାବଜାର…
ଅଧିକ ଖବର ପଢନ୍ତୁ » -
ରାଜନୀତି
ଗରିବଙ୍କ ସହ ଆମ୍ବେଦକର ଜୟନ୍ତୀ ପାଳିବ ବିଜେପି, ଖୁଆଇବ ଓ ମାସ୍କ ବାଣ୍ଟିବ
ଭୁବନେଶ୍ୱର(ସତ୍ୟଶିଖା): କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ଭାରତ ରତ୍ନ ବିଆର ଆମ୍ବେଦକର ୧୨୯ତମ ଜନ୍ମ ଜୟନ୍ତୀକୁ ଆସନ୍ତାକାଲି ଭିନ୍ନ ଢଙ୍ଗରେ ପାଳିବା ପାଇଁ ରାଜ୍ୟ ବିଜେପି ନିଷ୍ପତ୍ତି…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ରଥ ନିର୍ମାଣ ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଷଷ୍ଠ ପର୍ଯ୍ୟାୟର କାଠ
ପୁରୀ (ସତ୍ୟଶିଖା): ଆସନ୍ତା ୨୬ ତାରିଖରେ ପଡ଼ୁଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ। ସେଥିପାଇଁ ଆଜି ବଡ଼ଦାଣ୍ଡରେ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଲକ୍ଡାଉନ୍ ବେଳେ ବି ଭୁବନେଶ୍ୱରରେ ଦୁଇଟି ଘରୁ ଚୋରି
ଭୁବନେଶ୍ୱର (ସତ୍ୟଶିଖା): କରୋନାକୁ ନେଇ ସାରା ଭୁବନେଶ୍ୱର ଲକ୍ଡାଉନ୍ରେ ଥିବାବେଳେ ଦୁଇଟି ଘରୁ ଚୋରି ହୋଇଛି। ଗତକାଲି ରାତିରେ ଝାରପଡ଼ାର ବୈରାଗୀ ନଗର ଅଞ୍ଚଳରେ ଏହି ଘଟଣା…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ମାରିଦେଲା ହାତୀ | Satyasikha
ଢେଙ୍କାନାଳ/ସୁବର୍ଣ୍ଣପୁର (ସତ୍ୟଶିଖା): ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରେଞ୍ଜ ଖଲିବୋରେଇରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପଙ୍କଜ ସାମଲ। ତାଙ୍କ ଘର ଗୋବିନ୍ଦପୁର…
ଅଧିକ ଖବର ପଢନ୍ତୁ » -
ଦେଶ
ଲକ୍ଡାଉନ୍ ଗାଇଡ୍ଲାଇନ୍କୁ ମାନୁ ନାହାନ୍ତି ପଶ୍ଚିମବଙ୍ଗ ସରକାର
ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍ଡାଉନ୍ ପାଳନ ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡ୍ଲାଇନ୍ ପାଳନ କରୁନାହାନ୍ତି ପଶ୍ଚିମବଙ୍ଗ ସରକାର। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ବି ଲୋକଙ୍କୁ ଏକାଠି…
ଅଧିକ ଖବର ପଢନ୍ତୁ » -
ଖେଳ
୨୦ ବର୍ଷ ତଳେ ଆଜିର ଦିନରେ କ୍ରିକେଟରେ ଲାଗିଥିଲା ବଡ଼ ଫିକ୍ସିଂର ଦାଗ
ଜୋହାନ୍ସବର୍ଗ: ଆଜି ହେଉଛି ଏପ୍ରିଲ ୧୧। ଆଜିକୁ ଠିକ ୨୦ ବର୍ଷ ତଳେ ଆଜିର ଦିନରେ କ୍ରିକେଟ ଭଳି ଜେଣ୍ଟଲମ୍ୟାନଙ୍କ ଗେମ୍ରେ ଲାଗିଥିବା ଫିକ୍ସିଂର ସବୁଠାରୁ ବଡ଼…
ଅଧିକ ଖବର ପଢନ୍ତୁ » -
ଖେଳ
ଭାରତ ଠାରୁ ଟେଷ୍ଟ ସିରିଜ୍ ହାରିବା ପରେ ଲାଙ୍ଗରଙ୍କ ସହ କ’ଣ ହୋଇଥିଲା
ମେଲବର୍ଣ୍ଣ: ଘରୋଇ ମାଟିରେ ଅଷ୍ଟ୍ରେଲିଆ ପ୍ରଥମଥର ପାଇଁ ୨୦୧୮-୧୯ରେ ଭାରତ ଠାରୁ ଟେଷ୍ଟ ସିରିଜ୍ ହାରିଥିଲା। ଏହି ପରାଜୟ ହିଁ ଅଷ୍ଟ୍ରେଲିଆର କୋଚ ଜଷ୍ଟିନ ଲାଙ୍ଗରଙ୍କୁ ଉଚିତ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ବିଚ୍ ରାସ୍ତାରେ ଚକ୍ରଧରଙ୍କୁ ହତ୍ୟା !
ବାଲେଶ୍ୱର (ସତ୍ୟଶିଖା): ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ସଇପୁର ଗାଁରେ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ସଇପୁର…
ଅଧିକ ଖବର ପଢନ୍ତୁ » -
ଦୁର୍ଘଟଣା
ଯୁବକକୁ ଗୁଳି ମାଡ଼ | Satyasikha
ରାଉରକେଲା (ପବନ ତିୱାରୀ): ସାମାନ୍ୟ ବଚସାରୁ ଗୁଳି ମାଡ଼। ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ରାଜଗାଙ୍ଗପୁର ଥାନା ପୁଲିସ ଗୁଳି…
ଅଧିକ ଖବର ପଢନ୍ତୁ »