ବାଣିଜ୍ୟରାଜ୍ୟ

କରୋନା କାଳରେ ରାଜ୍ୟରେ କେତେ ବନ୍ଦ ହୋଇଛି କ୍ଷୁଦ୍ର ଶିଳ୍ପ

ସତ୍ୟଶିଖା ( ଭୁବନେଶ୍ୱର ) ୦୩ /୦୯ /୨୦୨୧:କରୋନା ଉଜାଡି ଦେଲା ବେପାର । କରୋନା ମହାମାରୀ କାଳରେ ପ୍ରଭାବିତ ହୋଇଛି ଶିଳ୍ପ । କରୋନା ସ୍ଥିତି ପାଇଁ ରାଜ୍ୟରେ ବନ୍ଦ ହୋଇଯାଇଛି ୩ହଜାର ୨୦୭ ସୁକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ । ୨୦୨୧ ଏପ୍ରିଲ ୨୧ସୁଦ୍ଧା ୩ହଜାର ୨୦୭ଟି ଉଦ୍ୟୋଗ ବନ୍ଦ ହୋଇଛି । ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତର ରଖି ଏହି ସୂଚନ ଦେଇଛନ୍ତି ।

Show More
Back to top button