ଅପରାଧନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

ମଞ୍ଚେଶ୍ୱର ବରିମୁଣ୍ଡ ଅଞ୍ଚଳରୁ ବ୍ୟାଙ୍କ ଲୁଟ୍ ଘଟଣା, ଲୁଟେରା ଟୁନା ଜେନା ଗିରଫ l

ସତ୍ୟଶିଖା (ଭୁବନେଶ୍ୱର) ୦୫.୧୦.୨୦୨୦ :  ପୋଲିସ ହାତରେ ବ୍ୟାଙ୍କ ଲୁଟେରା । ମଞ୍ଚେଶ୍ୱର ବରିମୁଣ୍ଡ ଅଞ୍ଚଳରୁ ବ୍ୟାଙ୍କ ଲୁଟ୍ ଘଟଣା । ଲୁଟେରା ଟୁନା ଜେନାକୁ ଗିରଫ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ଗତ ୨୮ ତାରିଖରେ ମଞ୍ଚେଶ୍ୱର ବରିମୁଣ୍ଡ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ଲୁଟ୍ ହୋଇଥିଲା । ବନ୍ଧୁକ  ମୁନରେ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା । ପୂର୍ବରୁ ମଧ୍ୟ ଇନଫୋସିଟି ଥାନା ଅଞ୍ଚଳ ଏକ ବ୍ୟାଙ୍କରୁ ଲୁଟ୍‌ କରିଥିଲା ଟୁନା

Show More
Back to top button