ସତ୍ୟଶିଖା (କଳାହାଣ୍ଡି) ୨୭/୧୧/୨୦୨୦ : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ନିୟମଗିରି ଅଞ୍ଚଳରେ ରାସ୍ତା କାମକୁ ବିରୋଧ…