left bottom
-
ଦେଶ
ବୈଦେଶିକ ମନ୍ତ୍ରାଳୟର ପୂର୍ବତନ ଅଧିକାରୀଙ୍କ ସ୍ତ୍ରୀଙ୍କୁ ହତ୍ୟା, ୪ ଗିରଫ
ନୂଆଦିଲ୍ଲୀ: ଲୁଟପାଟ୍ ବେଳେ ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଛନ୍ତି ବୈଦେଶିକ ମନ୍ତ୍ରାଳୟରର ପୂର୍ବତନ ଅଧିକାରୀ ବି.ଆର ଚାଓ୍ୱାଲା(୯୪)ଙ୍କ ସ୍ତ୍ରୀ। ମୃତକଙ୍କ ନା କାନ୍ତା ଚାଓ୍ୱଲା (୮୮)। ରବିବାର…
ଅଧିକ ଖବର ପଢନ୍ତୁ » -
ବାଣିଜ୍ୟ
ଚୀନରୁ ଆମଦାନୀ ହେଉଥିବା ଜିନିଷର ବିବରଣୀ ମାଗିଲା ପିଏମଓ
ନୂଆଦିଲ୍ଲୀ: ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀର ତାଲିକା ମାଗିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଏଥିସହ ସରକାର ଚୀନ୍ ସହିତ ଥିବା ନୀତିକୁ କଡ଼ାକଡ଼ି କରିଛନ୍ତି। ଏମିତିକି ଚୀନରୁ ଆସୁଥିବା…
ଅଧିକ ଖବର ପଢନ୍ତୁ » -
ଦେଶ
ଅମିତ ଶାହାଙ୍କୁ କରୋନା ସ୍ଥିତି ବାବଦରେ ଅବଗତ କରାଇଲେ କେଜ୍ରିଓ୍ୱାଲ
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ଗୃହମନ୍ତ୍ରୀ ଅମିତ ଶାହା ସଂକ୍ରମଣ ପ୍ରସଙ୍ଗରେ ଚଳିତ ସପ୍ତାହରେ ତୃତୀୟ…
ଅଧିକ ଖବର ପଢନ୍ତୁ » -
ଦେଶ
ବେଜିଂ ସହିତ ସୀମା ବିବାଦ ବେଳେ ସୋମବାର ମସ୍କୋ ଯିବେ ରାଜନାଥ
ନୂଆଦିଲ୍ଲୀ: ସୋମବାର ତିନି ଦିନିଆ ରୁଷିଆ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କରୋନା ଭାଇରସ ଲକଡାଉନ୍ ପରେ ପ୍ରଥମ ମନ୍ତ୍ରୀ ଯିଏକି ବିଦେଶ ଗସ୍ତରେ…
ଅଧିକ ଖବର ପଢନ୍ତୁ » -
ଦେଶ
ଏବେ କେମିତି ଅଛନ୍ତି କରୋନା ଆକ୍ରାନ୍ତ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ?
ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇପଡ଼ିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଏବେ ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଅଛନ୍ତି। ତେବେ ପୂର୍ବ…
ଅଧିକ ଖବର ପଢନ୍ତୁ » -
ଦେଶ
୮ ଦିନରେ ୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଚାରି ଲକ୍ଷରୁ ଅଧିକ ଆକ୍ରାନ୍ତ ଏଯାବତ ଚିହ୍ନଟ ହୋଇଛନ୍ତି। ଗତ ୮ ଦିନ ମଧ୍ୟରେ ୧ ଲକ୍ଷ…
ଅଧିକ ଖବର ପଢନ୍ତୁ » -
ରୋଷେଇ
ଇଭିନିଂ ସ୍ନାକ୍ସରେ ତିଆରି କରନ୍ତୁ ‘ବ୍ରେଡ୍ ପିଜ୍ଜା’
ଆବଶ୍ୟକ ସାମଗ୍ରୀ: ବ୍ରେଡ, ସୁଜି, କଟା କ୍ୟାପସିକମ୍, କଟା ପିଆଜ, କଟାଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ, ଅଦା, ମୋଜରିଲା ଚିଜ୍ ଓ ଲୁଣ…
ଅଧିକ ଖବର ପଢନ୍ତୁ » -
ସିନେମା
ମଲାଲାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା
ମୁମ୍ୱାଇ: ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ସମାଜସେବୀ ମଲାଲା ୟୁସୁଫ୍ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଫିଲୋସୋଫି, ପଲିଟିକ୍ସ ଓ ଇକୋନୋମିକ୍ସରେ ଗ୍ରାଜୁଏଟ୍ ହୋଇଛନ୍ତି। ଗତକାଲି ସୋଶାଲ ମିଡିଆରେ ସେ…
ଅଧିକ ଖବର ପଢନ୍ତୁ » -
ବାଣିଜ୍ୟ
ହ୍ୱାଟ୍ସଆପ୍ ଆଣିଲା ନୂଆହ୍ୱାଟ୍ସଆପ୍ର ନୂଆ ଫିଚର୍: ଏବେ ଚ୍ୟାଟିଂ ସହ ପେମେଣ୍ଟ ମଧ୍ୟ କରିପାରିବେ ଫିଚର୍: ଏବେ ଚ୍ୟାଟିଂ ସହ ପେମେଣ୍ଟ ମଧ୍ୟ କରିପାରିବେ
ନୂଆଦିଲ୍ଲୀ: ଇନ୍ଷ୍ଟାଣ୍ଟ ମେସେଜିଂ ଆପ୍ ‘ହ୍ୱାଟ୍ସଆପ୍’ର ଲୋକପ୍ରିୟତା ଏବେ ବହୁତ ବଢ଼ିଗଲାଣି। ପାଖାପାଖି ୭୦ ପ୍ରତିଶତ ଲୋକ ଏହାର ବ୍ୟବହାର କରୁଛନ୍ତି। ତେବେ ‘ହ୍ୱାଟ୍ସଆପ୍’ ନିଜର ଉପଭୋକ୍ତାମାନଙ୍କ…
ଅଧିକ ଖବର ପଢନ୍ତୁ » -
ଦେଶ
ପୁଣି ପାକିସ୍ତାନର ଦୁଃସାହସ, ବାଲାକୋଟରେ କଲା ଅସ୍ତ୍ରବିରତି ଉଲ୍ଲଂଘନ
ପୁଞ୍ଛ: ଜମ୍ମୁ-କାଶ୍ମୀର ସୀମାରେ ପୁଣି ପାକିସ୍ତାନ ନିଜର ମନ୍ଦ ପ୍ରକୃତିର ଉଦାହରଣ ସୃଷ୍ଟି କରିଛି। ସେପଟେ ଭାରତ-ଚୀନ ସୀମାରେ ତିକ୍ତତା ପରିସ୍ଥିତି ଚାଲିଥିବା ବେଳେ ଆଜି ସକାଳ…
ଅଧିକ ଖବର ପଢନ୍ତୁ »