left bottom
-
ଖେଳ
ଶ୍ରୀଲଙ୍କା କ୍ରିକେଟରଙ୍କ ନିଆରା ପ୍ରୟାସ, ଦାନ କଲେ ମେଡିକାଲ ଉପକରଣ
କଲମ୍ବୋ: କୋଭିଡ୍-୧୯ ମହାମାରୀ ଯୋଗୁ ସାରା ବିଶ୍ୱ ଚିନ୍ତିତ। ପୂରା ଦୁନିଆରେ ଏପର୍ଯ୍ୟନ୍ତ ୨୧ହଜାରରୁ ଅଧିକ ଲୋକ ଏଥିରେ ମୃତ୍ୟୁବରଣ କରିଛନ୍ତି। ଏହି ମହାମାରୀ ଲଢ଼େଇ ବିରୋଧରେ…
ଅଧିକ ଖବର ପଢନ୍ତୁ » -
ଦେଶ
ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ବିଧାୟକ ଗିରଫ
ମୁମ୍ୱାଇ: ସାରା ଦେଶ ଏବେ ଲକ୍ଡାଉନ୍। କରୋନା ମୁକାବିଲା କରିବା ପାଇଁ ଦେଶ ଏବେ ଡାକ୍ତର ଏବଂ ନର୍ସଙ୍କ ଭରସାରେ। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତର…
ଅଧିକ ଖବର ପଢନ୍ତୁ » -
ସିନେମା
ପ୍ରାଇମ୍ଟାଇମ୍ ନ୍ୟୁଜ୍ରେ ତୈମୁରଙ୍କ ଡେବ୍ୟୁ | Satyasikha
ମୁମ୍ୱାଇ: ବଲିଉଡ୍ ଷ୍ଟାର୍ମାନଙ୍କ ଭଳି ଷ୍ଟାର୍ କିଡ୍ମାନେ ମଧ୍ୟ ବେଶ ଲୋକପ୍ରିୟ। ତେବେ ବି-ଟାଉନ୍ ଷ୍ଟାର୍ କିଡ୍ମାନଙ୍କ ମଧ୍ୟରୁ ସବୁବେଳେ ଖବରର ଶିରୋନାମାରେ ରୁହନ୍ତି ସୈଫ୍ ଅଲୀ…
ଅଧିକ ଖବର ପଢନ୍ତୁ » -
ଖେଳ
ବାତିଲ୍ ହେବ ଏହି ବଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ!
ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ଲଗାତାର କ୍ରୀଡ଼ା ଇଭେଣ୍ଟର ସିଡ୍ୟୁଲ୍ ବିଗାଡ଼ିବାରେ ଲାଗିଛି। ଏବେ ଏହି ମହାମାରୀ ଯୋଗୁ ଏସିଆ କପ୍ ଟି-୨୦ର ଆୟୋଜନ ନେଇ ଆଶଙ୍କା ଦେଖା…
ଅଧିକ ଖବର ପଢନ୍ତୁ » -
ଖେଳ
ସବୁ ୱାର୍ଲ୍ଡ କପ୍ କ୍ୱାଲିଫାୟର୍ ଟୁର୍ଣ୍ଣାମେଣ୍ଟ ସ୍ଥଗିତ କଲା ଆଇସିସି
ଦୁବାଇ: କରୋନା ମହାମାରୀର ପ୍ରଭାବ ପୂରା କ୍ରୀଡ଼ା ଜଗତ ଉପରେ ପଡ଼ିଛି। ଏହାର ସିଧାସଳଖ ପ୍ରଭାବ କ୍ରିକେଟରେ ମଧ୍ୟ ଦେଖିବାକୁ ମିଳିଛି। ଏହି ଭାଇରସ୍ ଯୋଗୁ ଅନ୍ତର୍ଜାତୀୟ…
ଅଧିକ ଖବର ପଢନ୍ତୁ » -
ଦେଶ
କରୋନା ମୁକାବିଲା ପାଇଁ ପତ୍ରରେ ମାସ୍କ ତିଆରି କଲେ ଜନଜାତି ଲୋକେ
ରାୟପୁର: କରୋନା ମୁକାବିଲା ପାଇଁ କିଏ କେତେ ଉପାୟ ଅବଲମ୍ବନ କରୁଛନ୍ତି। ୟା ଭିତରେ ମାସ୍କ ଏବଂ ସାନିଟାଇଜର୍ର ଚାହିଦା କାହିଁରେ କ’ଣ। ଏଭଳି ସ୍ଥିତିରେ ଭୂତାଣୁ…
ଅଧିକ ଖବର ପଢନ୍ତୁ » -
ଦେଶ
ଲକ୍ଡାଉନ୍: ବିନା ଖାଦ୍ୟରେ ୧୩୫ କିମି ଚାଲିଲେ
ନାଗପୁର: କରୋନାକୁ ଲଗାମ ଦେବାପାଇଁ ଏବେ ସାରା ଦେଶରେ ଲକ୍ଡାଉନ୍। ଏହି କାରଣରୁ ଜଣେ ୨୬ ବର୍ଷ ବୟସ୍କ ଯୁବକ ମହାରାଷ୍ଟ୍ରର ନାଗପୁରଠାରୁ ନିଜ ଗାଁ ଚନ୍ଦରପୁରଯାଏ…
ଅଧିକ ଖବର ପଢନ୍ତୁ » -
ସିନେମା
କରୋନା ହ୍ରିତିକଙ୍କ ପରିବାରକୁ ଏକାଠି କଲା
ମୁମ୍ବାଇ: ଭାରତରେ ଲକ୍ ଡାଉନ ଘୋଷଣା ହେବା ପରେ ସମସ୍ତେ ଏବେ ଘରେ ରହିଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସିନେ ତାରକାଙ୍କ ପର୍ଯ୍ୟନ୍ତ ସମସ୍ତେ…
ଅଧିକ ଖବର ପଢନ୍ତୁ » -
ସିନେମା
ସ୍ତ୍ରୀଙ୍କ ସହ ଠୁମକା ଲଗାଇଲେ ସ୍ୱୟମ, ଭାଇରାଲ ହେଲା ଭିଡିଓ
ଭୁବନେଶ୍ୱର(ଓଡିଶା ରିପୋର୍ଟେର): ଓଲିଉଡର ହ୍ୟାଣ୍ଡସମ ଗାୟକ ସ୍ୱୟମ ପାଢ଼ୀ ସ୍ୱଭାବରେ ଲାଜକୁଳା। ବିଭିନ୍ନ ସାକ୍ଷାତକାର ହେଉ ନହେଲେ ଆୱାର୍ଡ ଶୋ, ସ୍ୱୟମ ସବୁବେଳେ ବେଶ ସାଧାରଣ ଢଙ୍ଗରେ…
ଅଧିକ ଖବର ପଢନ୍ତୁ » -
ବାଣିଜ୍ୟ
ଲକ୍ଡାଉନରେ ସଂଖ୍ୟାଧିକ ବ୍ୟାଙ୍କ୍ ଶାଖା ବନ୍ଦ ରହିବ!
ନୂଆଦିଲ୍ଲୀ: କରୋନା ମୁକାବିଲା କରିବା ପାଇଁ ଏବେ ସାରା ଦେଶ ଲକ୍ଡାଉନ୍ ରହିଛି। ଜରୁରୀ ସେବା ଓ ସାମଗ୍ରୀ ଯୋଗାଉଥିବା ସଂସ୍ଥା ବା ପ୍ରତିଷ୍ଠାନକୁ ଛାଡ଼ିଦେଲେ ଆଉ…
ଅଧିକ ଖବର ପଢନ୍ତୁ »









