ସତ୍ୟଶିଖା ୧୭/୦୭/୨୦୨୫: ବାଲତାଲ ରୁଟରେ ଭୂସ୍ଖଳନ ଯୋଗୁଁ ୧୦ ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ଅନେକ ତୀର୍ଥଯାତ୍ରୀ ବନ୍ୟାରେ ମଧ୍ୟ ଫସି ରହିଛନ୍ତି। ଏହି କାରଣରୁ ଆଜି ଅର୍ଥାତ୍ ଗୁରୁବାର ଅମରନାଥ ଯାତ୍ରା…